Kanak News(@kanak_news) 's Twitter Profile Photo


ଆଗେଇ ଚାଲିଛି ‘ଅଟୋ’ । ୫ମ ରାଉଣ୍ଡରେ ବି ସ୍ୱାଧିନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ।
ElectionsResult2024

#ଘସିପୁରା_ଟ୍ରେଣ୍ଡ
ଆଗେଇ ଚାଲିଛି ‘ଅଟୋ’ । ୫ମ ରାଉଣ୍ଡରେ ବି ସ୍ୱାଧିନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ।
#GeneralElectionsResult2024 #OdishaElectionsResult2024 #ResultWithKanakNews #Odisha #KanakNews #SoumyaRanjanPatnaik #ghasipura
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ନିର୍ବାଚନ ଲଢିବେ ସୌମ୍ୟରଞ୍ଜନ ।
ଘସିପୁରାରୁ ସ୍ୱାଧୀନ ଭାବେ ଲଢେଇ କରିବାକୁ ଘୋଷଣା ।

ନିର୍ବାଚନ ଲଢିବେ ସୌମ୍ୟରଞ୍ଜନ ।
ଘସିପୁରାରୁ ସ୍ୱାଧୀନ ଭାବେ ଲଢେଇ କରିବାକୁ ଘୋଷଣା । 
#SoumyaRanjanPatnaik #Election2024 #Ghasipura #OdishaElections2024
account_circle
Soumyaranjan Patnaik(@SoumyaSambad) 's Twitter Profile Photo

𝐕𝐨𝐭𝐞 𝐟𝐨𝐫 𝐒𝐨𝐮𝐦𝐲𝐚 𝐑𝐚𝐧𝐣𝐚𝐧 𝐏𝐚𝐭𝐧𝐚𝐢𝐤 𝐢𝐧 𝐆𝐡𝐚𝐬𝐢𝐩𝐮𝐫𝐚 𝐄𝐥𝐞𝐜𝐭𝐨𝐫𝐚𝐥 𝐂𝐨𝐧𝐬𝐭𝐢𝐭𝐮𝐞𝐧𝐜𝐲!

𝐕𝐨𝐭𝐞 𝐟𝐨𝐫 𝐒𝐨𝐮𝐦𝐲𝐚 𝐑𝐚𝐧𝐣𝐚𝐧 𝐏𝐚𝐭𝐧𝐚𝐢𝐤 𝐢𝐧 𝐆𝐡𝐚𝐬𝐢𝐩𝐮𝐫𝐚 𝐄𝐥𝐞𝐜𝐭𝐨𝐫𝐚𝐥 𝐂𝐨𝐧𝐬𝐭𝐢𝐭𝐮𝐞𝐧𝐜𝐲! 

#VoteForChange #SoumyaRanjanPatnaik #GhasipuraDevelopment #SwadhinParthi #AutoRickshawSymbol #BetterFuture #YourVoteMatters #CommunityDevelopment
account_circle
Soumyaranjan Patnaik(@SoumyaSambad) 's Twitter Profile Photo

ନିର୍ବାଚନରେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଜୟଯୁକ୍ତ କରାଇବାପାଇଁ, ଓଡିଶା ସରକାରୀ କଲେଜ ଶିକ୍ଷକ ସଂଘର ପୂର୍ବତନ କର୍ମକର୍ତ୍ତାମାନଙ୍କ ନିବେଦନ l

ନିର୍ବାଚନରେ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଜୟଯୁକ୍ତ କରାଇବାପାଇଁ, ଓଡିଶା ସରକାରୀ କଲେଜ ଶିକ୍ଷକ ସଂଘର ପୂର୍ବତନ କର୍ମକର୍ତ୍ତାମାନଙ୍କ ନିବେଦନ l
#ଘସିପୁରାନିର୍ବାଚନମଣ୍ଡଳୀ #ସୌମ୍ୟରଂଜନପଟ୍ଟନାୟକ
#Election2024 #IndependentCandidate #SoumyaRanjanPatnaik
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଘଷିପୁରାରୁ ନାମାଙ୍କନ ଦାଖଲ ପୂର୍ବରୁ ମା’ ତାରିଣୀଙ୍କ ଶରଣରେ ସୌମ୍ୟରଞ୍ଜନ ପଟ୍ଟନାୟକ । ମା’ଙ୍କୁ ପୂଜାର୍ଚ୍ଚନା କରି ଲୋଡିଲେ ଆଶୀର୍ବାଦ ।

#ମା_ତାରିଣୀଙ୍କ_ଶରଣରେ_ସୌମ୍ୟରଞ୍ଜନ
ଘଷିପୁରାରୁ ନାମାଙ୍କନ ଦାଖଲ ପୂର୍ବରୁ ମା’ ତାରିଣୀଙ୍କ ଶରଣରେ ସୌମ୍ୟରଞ୍ଜନ ପଟ୍ଟନାୟକ  । ମା’ଙ୍କୁ ପୂଜାର୍ଚ୍ଚନା କରି ଲୋଡିଲେ ଆଶୀର୍ବାଦ ।
#SoumyaranjanPatnaik #MaaTariniTemple #Nomination #Odisha #Ghasipura #Election2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଉପ ସଭାପତି ପଦରୁ ହଟିବା ପରେ ପ୍ରତିକ୍ରିୟା ରଖିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଉପ ସଭାପତି ପଦରୁ ହଟିବା ପରେ ପ୍ରତିକ୍ରିୟା ରଖିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । 
#SoumyaRanjanPatnaik #BJD #Odisha
account_circle
Nilima Priyadarsini 🇮🇳(@NilimaPriya21) 's Twitter Profile Photo

ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକଟ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ..

ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକଟ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ..
#SoumyaRanjanPatnaik #BJD
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ସମ୍ବାଦରେ ସମ୍ପାଦକୀୟ ଲେଖିବାରୁ କାର୍ଯ୍ୟାନୁଷ୍ଠାନ
ବିଧାନସଭା ଅଧିବେଶନର ଦିନକ ପୂର୍ବରୁ କାର୍ଯ୍ୟାନୁଷ୍ଠାନ
ସମ୍ପାଦକୀୟରେ ପ୍ରଶ୍ନ କରିବାରୁ ହଜମ ହେଲାନି ସତ

#ସୌମ୍ୟରଞ୍ଜନ_ପଟ୍ଟନାୟକ_ବିଜେଡିରୁ_ବହିଷ୍କୃତ 
ସମ୍ବାଦରେ ସମ୍ପାଦକୀୟ ଲେଖିବାରୁ କାର୍ଯ୍ୟାନୁଷ୍ଠାନ
ବିଧାନସଭା ଅଧିବେଶନର ଦିନକ ପୂର୍ବରୁ କାର୍ଯ୍ୟାନୁଷ୍ଠାନ
ସମ୍ପାଦକୀୟରେ ପ୍ରଶ୍ନ କରିବାରୁ ହଜମ ହେଲାନି ସତ
#SoumyaRanjanPatnaik #Odisha
account_circle
Soumyaranjan Patnaik(@SoumyaSambad) 's Twitter Profile Photo

ଗଣତନ୍ତ୍ର ପାଇଁ ମହାତ୍ମା ଗାନ୍ଧୀ ଏହି ଗୋଟିଏ ପଦ କହିଥିଲେ |
ଭୟ ମୁକ୍ତ ଶାସନ ହିଁ ପ୍ରକୃତ ସୁଶାସନ: ସୌମ୍ୟରଂଜନ ପଟ୍ଟନାୟକ |

account_circle
NandighoshaTV(@NandighoshaTV) 's Twitter Profile Photo


:-ଦୁଇ ଜଣ ବିଧାୟକଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
:-ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ
:-ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା
mla

#ବିଜେଡିର_ଦୁଇ_ବିଧାୟକ_ବିଦା 
:-ଦୁଇ ଜଣ ବିଧାୟକଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
:-ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ
:-ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା 
#bjd #naveenpatnaik #bjdmla #soumyaranjanpatnaik
account_circle
Odisha Reporter(@OdishaReporter) 's Twitter Profile Photo

ଦୀର୍ଘ ଦିନ ପରେ ପୁଣି ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ। ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ଅବସରରେ ସୌମ୍ୟଙ୍କ ବଡ଼ ମନ୍ତବ୍ୟ। କହିଲେ, ବିକାଶ ନାଁରେ ରାସ୍ତାଘାଟ, କୋଠାବାଡ଼ି କରିଦେଲେ ବିକାଶ ନୁହେଁ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

account_circle
Kanak News(@kanak_news) 's Twitter Profile Photo

?
ହିଂସାକୁ ପରିହାର କରି ବଦ୍ରିବାବୁ ନିର୍ବାଚନ ଲଢ଼ନ୍ତୁ । ବାହୁବଳୀ ନେତାଙ୍କ ସହଯୋଗରେ ନିର୍ବାଚନ ଲଢ଼ିବାକୁ ଚେଷ୍ଟା ନକରନ୍ତୁ- ସୌମ୍ୟରଞ୍ଜନ ପଟ୍ଟନାୟକ

account_circle
Argus News(@ArgusNews_in) 's Twitter Profile Photo


୧୫ ଦିନର ଛକାପଞ୍ଝା ପରେ ଆକ୍ସନ ନେଲା ବିଜେଡି
ଉପସଭାପତି ପଦରୁ ହଟିଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ
ନବୀନଙ୍କ ଦସ୍ତଖତରେ ଆସିଲା ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା

account_circle
NandighoshaTV(@NandighoshaTV) 's Twitter Profile Photo

‘ବହୁ ପୁରୁଣା କର୍ମଚାରୀଙ୍କ ନାଁରେ ଲୋନ୍ ହୋଇଛି, ସେମାନେ ମୃତ୍ୟୁ ବରଣ ବି କରିସାରିଲେଣି । ତଥାପି ଏପରି ଚାଲିଛି’

account_circle
ଓଟିଭି(@otvkhabar) 's Twitter Profile Photo




ଖଣ୍ଡପଡା ବିଧାୟକ ପୁଣି ଥରେ ସରକାରଙ୍କୁ ନିଶାନା କରିଛନ୍ତି। ଏରସମା ଶିଆଳୀ ବାଲିଯାତ୍ରା ଉତ୍ସବରେ ଯୋଗଦେଇ ସରକାର ଓ ଭାବି ଯୁବନେତାଙ୍କୁ କ’ଣ କହିଛନ୍ତି ସୌମ୍ୟ ବାବୁ ଶୁଣନ୍ତୁ।

account_circle
NandighoshaTV(@NandighoshaTV) 's Twitter Profile Photo

‘ ଯାହା ନାଁରେ ଲୋନ ହୋଇଛି ସେ ସବୁ କର୍ମଚାରୀ EOWରେ ଅଭିଯୋଗ କରିବା କଥା’

account_circle